All deleted tweets from politicians

ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ଥିତ ପେଣ୍ଠାକଟା ରେ ଅନୁଷ୍ଠିତ ବିଶାଳ #VijaySankalpSabha ରେ ଜନସାଧାରଣ ମାନଙ୍କର ପରିବର୍ତ୍ତନର ସ୍ୱର ଭଲ ଭାବେ ଶୁଣି ପାରୁଥିବ ବିଜେଡ଼ି ସରକାର । @BJP4Odisha #IndiaBoleModiDobara #SambitPatra4puri https://t.co/LTNJAaoSvi

ରଣପୁର ବିଧାନସଭା ନିର୍ବାଚମଣ୍ଡଳୀ ସ୍ଥିତ ଶରଣକୁଳ ଠାରେ ଏକ #VijaySankalpSabha ରେ ଯୋଗ ଦେଇଥିବା ଜନସାଧାରଣଙ୍କୁ ସମ୍ବୋଧିତ କଲି । @BJP4Odisha #PhirEkBaarModiSarkar https://t.co/9jilrSGoOe