All deleted tweets from politicians

ବାଲେଶ୍ଵର ଉପ-ନିର୍ବାଚନ ପ୍ରଚାରରେ ଆଜି ନିର୍ମାଣ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ସୁବାଷ ସିଂ ଓ ଅନ୍ୟମାନେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଆସନ୍ତୁ ଏକହୋଇ ଶ୍ରୀ @Naveen_Odisha ଙ୍କ ହାତମୁଠାକୁ ଟାଣ କରିବା। #ବାଲେଶ୍ଵରସଦରରେଶଙ୍ଖନାଦ #BalasoreSadarReShankaNada https://t.co/h3J5uzSjcT

ବାଲେଶ୍ଵର ଉପ-ନିର୍ବାଚନ ପ୍ରଚାର ଅବସରରେ ଆଜି ଶ୍ରୀ ପ୍ରତାପ ଜେନା,ଶ୍ରୀ ଦେବୀ ପ୍ରସାଦ ମିଶ୍ର,ଶ୍ରୀ ରବୀନ୍ଦ୍ର ଜେନା,ଶ୍ରୀ ଚିନ୍ମୟ ସାହୁ,ଶ୍ରୀ ହରିଶଙ୍କର ରାଉତ ସମେତ ବିଜୁ ଛାତ୍ର ଜନତା ଦଳର ଭାଇଭଉଣୀ ଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ @Naveen_Odisha ଙ୍କ ହାତମୁଠାକୁ ଟାଣ କରିବାପାଇଁ ସଂକଳ୍ପ ନେବା।#ବାଲେଶ୍ଵରସଦରରେଶଙ୍ଖନାଦ https://t.co/9d4tdCGgZa