All deleted tweets from politicians

ପୁରୀ ଲୋକସଭା ଅନ୍ତର୍ଗତ ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀ ରେ ଭାରତ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ଶ୍ରୀ @PiyushGoyal ଜୀ ଙ୍କ ସହ ବିଶାଳ ରୋଡ ଶୋ ରେ ସାମିଲ ହେଲି । @BJP4Odisha #PhirEkBaarModiSarkar #SambitPatra4Puri https://t.co/ixdYHH1vH8

ପୁରୀ, ସତ୍ୟବାଦୀ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମରେ ପଦଯାତ୍ରା କରି ପ୍ରଚାର କଲି । @BJP4Odisha #IndiaWantsModiAgain #SambitPatra4Puri

ଓଡ଼ିଶା ଏବଂ ପୁରୀ ର ଉଜ୍ଜ୍ବଳ ଭବିଷ୍ୟତ ପାଇଁ, ଆପଣଙ୍କ ଭୋଟ କୁ ସଦୁପଯୋଗ କରନ୍ତୁ । ତାରିଖ - ୨୩ ଅପ୍ରେଲ ୨୦୧୯, ମଙ୍ଗଳବାର ଦିନ ପଦ୍ମ ପୁଲ, ୪ ନଂ ବଟନ ରେ ବଟନ ଦବାଇ @BJP4India @BJP4Odisha କୁ ଜୟଯୁକ୍ତ କରନ୍ତୁ । ଏକ ସଶକ୍ତ ରାଷ୍ଟ୍ର ନିର୍ମାଣ ରେ ନିଜର ଯୋଗଦାନ ଦିଅନ୍ତୁ । #PhirEkBaarModiSarkar #SambitPatra4Puri https://t.co/7NnRdnCf91

ପୁରୀ କୁ ବିକାଶ ପଥରେ ଆଗେଇ ନେବା ପାଇଁ ଏବଂ ପୁରୀର ଉଜ୍ଜ୍ବଳ ଭବିଷ୍ୟତ ପାଇଁ, ଆସନ୍ତା ୨୩ ଅପ୍ରେଲ ୨୦୧୯, ମଙ୍ଗଳବାର ଦିନ ପଦ୍ମ ପୁଲ, ୪ ନଂ ବଟନ ରେ ବଟନ ଦବାଇ ଏକ ସଶକ୍ତ ରାଷ୍ଟ୍ର ନିର୍ମାଣ ରେ ନିଜର ଯୋଗଦାନ ଦିଅନ୍ତୁ । @BJP4India @BJP4Odisha #LokSabhaElections2019 #PhirEkBaarModiSarkar #SambitPatra4Puri https://t.co/dHlZjh6GPb

ପୁରୀ ସେବାୟତ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ମୋ ପାଇଁ ବହୁତ ଗୌରବ ର ବିଷୟ । ସେମାନେ ଦେଇଥିବା ଅପାର ଭଲ ପାଇବା ଓ ବିଶ୍ବାସ ପାଇଁ ଧନ୍ୟବାଦ । @BJP4Odisha #IndiaBoleModiDobara #SambitPatra4Puri https://t.co/nDK3086AJf

ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ଥିତ ପେଣ୍ଠାକଟା ରେ ଅନୁଷ୍ଠିତ ବିଶାଳ #VijaySankalpSabha ରେ ଜନସାଧାରଣ ମାନଙ୍କର ପରିବର୍ତ୍ତନର ସ୍ୱର ଭଲ ଭାବେ ଶୁଣି ପାରୁଥିବ ବିଜେଡ଼ି ସରକାର । @BJP4Odisha #IndiaBoleModiDobara #SambitPatra4puri https://t.co/LTNJAaoSvi

ପୁରୀ ଅନ୍ତର୍ଗତ ବାଲି ନୋଳିଆ ସାହିରେ ପଦଯାତ୍ରା କରି ଘର ଘର ବୁଲି ଓଡ଼ିଆ ନୁତନ ବର୍ଷ ର ଶୁଭେଚ୍ଛା ଜଣାଇବା ସହ ସ୍ଥାନୀୟ ଲୋକଙ୍କ ଦୁଃଖ ସୁଖ ପଚାରି ବୁଝିଲି । @BJP4Odisha #PhirEkBaarModiSarkar https://t.co/FQFXv6C0HP