All deleted tweets from politicians

Sambit Patra (unknown) tweeted :

ପୁରୀ ଲୋକସଭା ଅନ୍ତର୍ଗତ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପେଣ୍ଠାପଡା ପଞ୍ଚାୟତର କଞ୍ଜିଆ ଗ୍ରାମରେ ପହଞ୍ଚିଲୁ ଏବଂ ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ ଜୀଙ୍କୁ ଭେଟିଲୁ। https://t.co/wDtyGT7uAT

ବାଲେଶ୍ଵର ଉପ-ନିର୍ବାଚନ ପ୍ରଚାରରେ ଆଜି ନିର୍ମାଣ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ସୁବାଷ ସିଂ ଓ ଅନ୍ୟମାନେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଆସନ୍ତୁ ଏକହୋଇ ଶ୍ରୀ @Naveen_Odisha ଙ୍କ ହାତମୁଠାକୁ ଟାଣ କରିବା। #ବାଲେଶ୍ଵରସଦରରେଶଙ୍ଖନାଦ #BalasoreSadarReShankaNada https://t.co/h3J5uzSjcT

ବାଲେଶ୍ଵର ଉପ-ନିର୍ବାଚନ ପ୍ରଚାର ଅବସରରେ ଆଜି ଶ୍ରୀ ପ୍ରତାପ ଜେନା,ଶ୍ରୀ ଦେବୀ ପ୍ରସାଦ ମିଶ୍ର,ଶ୍ରୀ ରବୀନ୍ଦ୍ର ଜେନା,ଶ୍ରୀ ଚିନ୍ମୟ ସାହୁ,ଶ୍ରୀ ହରିଶଙ୍କର ରାଉତ ସମେତ ବିଜୁ ଛାତ୍ର ଜନତା ଦଳର ଭାଇଭଉଣୀ ଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ @Naveen_Odisha ଙ୍କ ହାତମୁଠାକୁ ଟାଣ କରିବାପାଇଁ ସଂକଳ୍ପ ନେବା।#ବାଲେଶ୍ଵରସଦରରେଶଙ୍ଖନାଦ https://t.co/9d4tdCGgZa

ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିଗିରିଆ ବ୍ଲକର କୋଇଲିକନ୍ୟା, ରଘୁରାମପୁର ଓ ଖଣ୍ଡହତା ଗାଁରେ ଆଜି ଆଠଗଡ ପ୍ରଶାସନିକ ଅଧିକାରୀଙ୍କ ସହିତ ପହଞ୍ଚି ବନ୍ୟା ଘେରରେ ଥିବା ଲୋକଙ୍କ ଅବସ୍ଥା ପରିଖିବା ସହିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଲି। https://t.co/mQ1BgMhH14

ଆଜି @Skype ମାଧ୍ୟମରେ ମୁଁ ମୋ ନିର୍ବାଚନ ମଣ୍ଡଳୀର ଆଠଗଡ ବ୍ଲକ ଓ ଟାଙ୍ଗି-ଚୌଦ୍ବାର ବ୍ଲକର ସମସ୍ତ ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତିମାନଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଦେଇଥିବା ଆହ୍ୱାନ ଅନୁଯାୟୀ #COVID19 ଯୁଦ୍ଧରେ ବିଜୁ ଯୁବବାହିନୀ ସଦସ୍ୟ କିପରି ସାମିଲ ହୋଇ କାର୍ଯ୍ୟ କରିବେ ତାହା ଉପରେ ଆଲୋଚନା କଲି। https://t.co/eIy8ocd6Sy

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ସୋର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ଶ୍ରୀ ହରପ୍ରସାଦ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ। ପ୍ରଭୁ ତାଙ୍କର ଅମର ଆତ୍ମାର ସଦଗତି କରିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ।

ଆଠଗଡ ନିର୍ବାଚନ ମଣ୍ଡଳୀ ତଥା ତିଗିରିଆ ବ୍ଲକର ଆମ ଦଳର ଜଣେ ବରିଷ୍ଠ ମାର୍ଗଦର୍ଶକ, ସମବାୟବିତ ଏବଂ ୪୦ ବର୍ଷର ରାଜନୈତିକ ଅଭିଜ୍ଞତା ଓ ଉଚ୍ଚ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତିତ୍ୱ ପୂର୍ଣ୍ଣଚନ୍ଦ୍ର ଦାସଙ୍କର ମୃତ୍ୟୁରେ ମୁଁ ବହୁତ ମ୍ରିୟମାଣ। ତାଙ୍କର ଶବ ଯାତ୍ରାରେ ତାଙ୍କୁ କାନ୍ଧରେ ଧରି ସ୍ମଶାନ ଗଲି। https://t.co/6OiPTfXYQZ

Raja Swain (india) tweeted :

ଆଠଗଡ ନିର୍ବାଚନ ମଣ୍ଡଳୀର କଣ୍ଡରେଇ ଗ୍ରାମ ପଞ୍ଚାୟତର ପାର୍ବତୀପୁରର ୪୦ଜଣ ଶିଶୁ ଭୋଜି ଖାଇ ଅସୁସ୍ଥ ହେବାର ଖବର ଶୁଣି ମୁଁ ସ୍ତବ୍ଧ। ଆଠଗଡ ଡାକ୍ତରଖାନାରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସେମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି। https://t.co/7Ij4jLHQJb