All deleted tweets from politicians

ପୁରୀ, ସତ୍ୟବାଦୀ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମରେ ପଦଯାତ୍ରା କରି ପ୍ରଚାର କଲି । @BJP4Odisha #IndiaWantsModiAgain #SambitPatra4Puri

ରଣପୁର ବିଧାନସଭା ନିର୍ବାଚମଣ୍ଡଳୀ ସ୍ଥିତ ଶରଣକୁଳ ଠାରେ ଏକ #VijaySankalpSabha ରେ ଯୋଗ ଦେଇଥିବା ଜନସାଧାରଣଙ୍କୁ ସମ୍ବୋଧିତ କଲି । @BJP4Odisha #PhirEkBaarModiSarkar https://t.co/9jilrSGoOe

ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜା କଲି। @BJP4Odisha #SambitPatraNomination

Raja Swain (india) tweeted :

ଗତକାଲି ସନ୍ଧ୍ୟାରେ ମୁଁ ଖୁଣ୍ଟୁଣି ଠାରେ ହେଉଥିବା ଖୁଣ୍ଟୁଣୀ ମହୋତ୍ସବକୁ ଉଦ୍ଘାଟନ କଲି। ଆୟୋଜକମାନଙ୍କୁ ଧନ୍ୟବାଦ ଦେବା ସହ ଉତ୍ସବକୁ ମନଭରି ଉପଭୋଗ କଲି https://t.co/YoIuUAH7pS