All deleted tweets from politicians

ଆଜି @Skype ମାଧ୍ୟମରେ ମୁଁ ମୋ ନିର୍ବାଚନ ମଣ୍ଡଳୀର ଆଠଗଡ ବ୍ଲକ ଓ ଟାଙ୍ଗି-ଚୌଦ୍ବାର ବ୍ଲକର ସମସ୍ତ ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତିମାନଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଦେଇଥିବା ଆହ୍ୱାନ ଅନୁଯାୟୀ #COVID19 ଯୁଦ୍ଧରେ ବିଜୁ ଯୁବବାହିନୀ ସଦସ୍ୟ କିପରି ସାମିଲ ହୋଇ କାର୍ଯ୍ୟ କରିବେ ତାହା ଉପରେ ଆଲୋଚନା କଲି। https://t.co/eIy8ocd6Sy

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ସୋର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ଶ୍ରୀ ହରପ୍ରସାଦ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ। ପ୍ରଭୁ ତାଙ୍କର ଅମର ଆତ୍ମାର ସଦଗତି କରିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ।